କଟକ, ପଂଚକର ପ୍ରଥମ ଦିବସ ବଡ଼ ଏକାଦଶୀରେ ଆଜି କଟକ ଜିଲ୍ଲାର ଆଠଗଡ଼ ସ୍ଥିତ ବାବା ଧବଳେଶ୍ଵର ଭକ୍ତଙ୍କୁ ଚନ୍ଦ୍ରଚୂଡ଼ ବେଶରେ ଦର୍ଶନ ଦେଉଛନ୍ତି । ପ୍ରଥମ ଥର ପାଇଁ ଏଲଇଡ଼ି ପର୍ଦ୍ଦାରେ ବାବାଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଝୁଲା ପୋଲ ଦୁର୍ବଳ ଅବସ୍ଥାରେ ଥିବାରୁ ଧବଳେଶ୍ଵର ପୀଠରେ ପ୍ରଶାସନ ପକ୍ଷରୁ ୧୪୪ ଜାରୀ ହୋଇଛି । ତେବେ ଆଜିର ଏହି ପବିତ୍ର ତିଥିରେ ବାବା ଧବଳେଶ୍ଵରଙ୍କ ନିକଟରେ ଭୋଗ କରିପାରୁନଥିବାରୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
Related Stories
November 22, 2024