ଭୁବନେଶ୍ବର, ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁରେ ସଂପୃକ୍ତ ମନ୍ତ୍ରୀ ସମୀର ଦାସଙ୍କ ଗିରଫ ଓ ଅର୍ଚ୍ଚନା ନାଗ କେଳେଙ୍କାରୀରେ ଜଡ଼ିତ ସମସ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆସନ୍ତା କାଲି ୩୧ ଅକ୍ଟୋବର ୨୦୨୨ ,ସ୍ଥାନ-ରାଜ୍ୟ ବିଜେପି କାର୍ଯ୍ୟଳୟରୁ ଆରମ୍ଭ, ସମୟ-ସକାଳ ୧୦.୫୦ ଘଟିକା ରେ ନବୀନ ନିବାସ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବିଜେପି ପକ୍ଷରୁ ଏହି ସୂଚନା ଦିଆଯାଇଛି ।
Related Stories
November 25, 2024