ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ନିଜ ଅଧୀନସ୍ଥ ସ୍ୱରାଷ୍ଟ୍ର ବିଭାଗ ଓ ସାଧାରଣ ପ୍ରଶାସନ ବିଭାଗ ପାଇଁ ସମୁଦାୟ ୨୭୦ କୋଟି ୨୩ ଲକ୍ଷ ୩୧ ହଜାର ଟଙ୍କାର ପ୍ରଥମ ଅତିରିକ୍ତ ଖର୍ଚ ଦାବି ଆଗତ କରିଥିଲେ । ଏଥି ମଧ୍ୟରୁ ସ୍ୱରାଷ୍ଟ୍ର ବିଭାଗର ଖର୍ଚ ଦାବି ୨୫୫ କୋଟି ୯୦ ଲକ୍ଷ ୮୭ ହଜାର ଟଙ୍କା ଥିବା ବେଳେ ସାଧାରଣ ପ୍ରଶାସନ ବିଭାଗର ଖର୍ଚ ଦାବି ୧୪ କୋଟି ୩୨ ଲକ୍ଷ ୪୪ ହଜାର ଟଙ୍କା ଅନ୍ତର୍ଭୁକ୍ତ ରହିଛି ।
Related Stories
November 24, 2024