ଗଞ୍ଜାମ, ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃର ପରିଚାଳନା ନିର୍ଦ୍ଦେଶକ ପଦ ଲାଗି ଆଜି ନିର୍ବାଚନ ଅନୁଷ୍ଠିତ ହେଉଛି । ସ୍ଥାନୀୟ ହରିହର ହାଇସ୍କୁଲ ଠାରେ ଏନେଇ ଭୋଟ୍ ଗ୍ରହଣ ଚାଲିଛି ।