
ଭଦ୍ରକ -ଭଦ୍ରକ ମହତାବ ଜୟନ୍ତୀ କମିଟି ପକ୍ଷରୁ ଆଜି ପ୍ରାତଃ ସମୟରେ କଚେରୀରୋଡସ୍ଥିତ ମହତାବଛକ ନିକଟରେ ଥିବା ମହତାବଙ୍କ ପ୍ରତିପୂର୍ତିରେ ପୁଷ୍ପମାଲ୍ୟାର୍ପଣ କରାଯିବା ସହିତ ପ୍ରାର୍ଥନା ସଭା ଅନୁÂିତ ହୋଇଯାଇଛି । କମିଟିର ସଭାପତି ରବିନାରାୟଣ ଖିଲାରଙ୍କ ସଭାପତିତ୍ୱରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଭାଗବତ ତ୍ରିପାଠି,ସାହିତ୍ୟିକ ବିଜୟ ମହାନ୍ତି, ହରମୋହନ କୁଅଁର,ଅଗଣି ଚରଣ ଜେନା,ଶିକ୍ଷକ ପ୍ରଭାକର ପରିଡା,ସମାଜସେବୀ କୃଷ୍ମଚନ୍ଦ୍ର ବେହେରା ,ବାଦଲ ଦାସ,ଆଇନଜୀବି ଧିରେନ୍ଦ୍ର ରାୟ,ଅଲେଖ ଚନ୍ଦ୍ର ଜେନା,ସାମ୍ବାଦିକ ଚାରୁଦତ ନାୟକ, କୋପୋରେଟିଭ ବ୍ୟାଙ୍କ ମ୍ୟାନେଜର ରାମନାରାୟଣ ମହାନ୍ତି ପ୍ରମୁଖ ଯୋଗଦେଇ ମହତାବଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିଲେ । ଶେଷରେ କମିଟିର ସଂପାଦକ ଅପୂର୍ବରଂଜନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।