ନୂଆଦିଲ୍ଲୀ,ଭାଇ ଦୂଜ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ – ଭାଇ – ଭଉଣୀ ମଧ୍ୟରେ ସ୍ନେହ ଓ ବିଶ୍ୱାସର ପ୍ରତୀକ ଭାଇ ଦୂଜ ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦିକ ଶୁଭକାମନା । ଆସନ୍ତୁ ଏହି ପବିତ୍ର ଅବସରରେ ସମସ୍ତ ମହିଳା ମାନଙ୍କ ପ୍ରତି ସମ୍ମାନ ଓ ତାଙ୍କର ସୁରକ୍ଷାକୁ ସୁନିଶ୍ଚିତ କରିବାର ସଂକଳ୍ପକୁ ଆହୁରି ମଜବୁତ କରିବା । ଏହି ପର୍ବ ପରସ୍ପର ଭାତୃତ୍ୱଭାବର ଭାବନାକୁ ଆରୁ ବଢାଉ ବୋଲି ମୋର କାମନା ।
Related Stories
November 23, 2024