
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ପୁରୀଜିଲ୍ଲା ଚନ୍ଦନପୁର ଥାନା ଅନ୍ତର୍ଗତ ଥେଣ୍ଟ ପୁର ଭାର୍ଗବୀ ହାଇ ସ୍କୁଲ ନିକଟରେ ହୋଇଛି ଗୁଳିକାଣ୍ଡ | ଗୁଳିକାଣ୍ଡରେ ଜଣକ ମୃତୁ ଘଟିଥିବା ବେଳେ ଅନ୍ୟ ଜଣଙ୍କ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ |ଗୁରୁତର ଜଣକ ନିଲୁ ବରାଳ ସେହି ଗ୍ରାମର ମୃତକ ଶଙ୍କର ବେହେରା ଙ୍କ ପରିଚିତ |ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି |ପୋଲିସର ତଦନ୍ତ ପରେ କାରଣ ଜଣାପଡିବ ବୋଲି ଆଶା କରାଯାଇଛି |