ଝାରସୁଗୁଡା – ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ଅଫିସ ପରିସରରେ ୧୮ ବର୍ଷରୁ ଅଧିକ ଓ ୩୫ ବର୍ଷରୁ କମ ବେକାର ଯୁବକ ଓ ଯୁବତୀଙ୍କୁ ନେଇ ଆଜି ଏକ ନିଯୁକ୍ତି ଭିତିକ କାଉନସେଲିଂ ଶିବିର ଅନୁÂିତ ହୋଇଯାଇଛି । ଓରମାସ ଜିଲ୍ଲା ଡେପୁଟି ସିଇଓ ଭାଗ୍ୟଲଷ୍ମୀ ରାଉତଙ୍କ ଉପସ୍ଥିତି ରେ ଆୟୋଜିତ ଏହି ଶିବିରକୁ କନିÂ ଯନ୍ତ୍ରୀ ରଂଜିତ ଦାସ ପରି·ଳନା କରିଥିଲେ । କୋଲାବିରା ବ୍ଲକର୩୦୦ ରୁ ଅଧିକ ଯୁବତୀ ଯୁବକ କାର୍ଯ୍ୟକ୍ରମରେ ଭାଗ ନେଇ ସରକାରଙ୍କ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ । ତାଲିମ ପ୍ରଦାନ ସହ ନିଯୁକ୍ତି ବ୍ୟବସ୍ଥା ରହିଛି ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଥିଲେ । ତାଲିମ ସମୟରେ ମାଗଣା ଖାଇବା,ରହିବା,ଓ ଆନୁସାଙ୍ଗିକ ବ୍ୟବସ୍ଥା ରହିଥିବା ଅଧିକାରୀ ସୂଚନା ଦେଇଛନ୍ତି । ତାଲିମ ଗ୍ରହଣ ପରେ ଆରମ୍ଭରୁ ୬୦୦୦ ଟଙ୍କା ଓ ରାଜ୍ୟ ବାହାରେ କାମ କଲେ ୧୫୦୦୦ ଟଙ୍କା ଯାଏ ରୋଜଗାର ସୁବିଧା ରହିଛି ବୋଲି ଉପସ୍ଥିତ ଯୁବକ ଯୁବତୀ ମାନଙ୍କୁ କହିଥିଲେ ।
Related Stories
December 26, 2024