ଭୁବନେଶ୍ୱର , ଭୁବନେଶ୍ୱରରେ ବେଆଇନ୍ ଦୋକାନ ଖୋଲିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ବାଣ ବଜାରରେ ନିର୍ଦ୍ଧାରିତ ସ୍ଥାନ ବ୍ୟତୀତ ଅନ୍ୟସ୍ଥାନରେ ବାଣ ଦୋକାନ ଖୋଲିଲେ ବିଏମ୍ ସି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ବିଏମସିର ସ୍ୱତନ୍ତ୍ର ଟିମ୍ ରାଜଧାନୀର ବିଭିନ୍ନ ସ୍ଥାନରେ ଖୋଲିଥିବା ବାଣ ଦୋକାନରେ ଅତର୍କିତ ଚଢ଼ଉ କରିବା ସହ ଯାଂଚ କରୁଛନ୍ତି । ବାଣ ଦୋକାନରେ ସୁରକ୍ଷା ନିରାପତା ଓ ଅଗ୍ନି ନିର୍ବାପକ ଉପରେ ଗୁରୁତ୍ୱ ଦିଆଯାଉଛି । ଦୋକାନରେ ବିଏମସିର ନୀତି ନିୟମ ଅନୁଯାୟୀ କରଯାଇଛି ନା ନାହିଁ ତାହାର ଯାଂଚ କରାଯାଉଛି ।
Related Stories
November 22, 2024