
-
ଜ୍ଞାନରଞ୍ଜନଙ୍କ ନେତୃତ୍ୱରେ ୨୦ ଖେଳାଳି କରିଛନ୍ତି ଯାତ୍ରା,
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ମାଲ୍ଲଖମ୍ବ ଆସୋସିଏସନ ଅଫ ଓଡିଶା ତରଫରୁ ୨୦ ଜଣ ଖେଳାଳୀ କେଦାରନାଥ ଅଭିମୁଖେ ୧୯.୧୦. ୨୦୨୨ ବୁଧବାର ସଂନ୍ଧ୍ୟା ୭.୩୦ ସମୟରେ ବାହାରୁଛନ୍ତି । କେଦାରନାଥ ଠାରେ
ଆମ ପୁରୀ ଲୋକ କଳା ମାଲ୍ଲଖମ୍ବ ପ୍ରଦର୍ଶନ ସହ ମିରାମିଡି ଦ୍ଵାରା ଓଡିଶା odisha sports department and hockey men’s world cup 2023, Puri Administrative ସୁନ୍ଦର କାର୍ଯ୍ୟପାଇଁ ସମସ୍ତଙ୍କ ଫ୍ଲାଗ୍ ଉଡାଜିବ । ଏହାଦ୍ଵାରା ମାଲ୍ଲଖମ୍ବ ର ଉତରୋତର ଉନ୍ନତି ହେଇପାରିବ ବୋଲି ମାଲ୍ଲଖମ୍ବ ଆସୋସିଏସନ ଅଫ ଓଡିଶା ତରଫରୁ ସମ୍ପାଦକ ଜ୍ଞାନ ରଞ୍ଜନ ମହାନ୍ତି ସୂଚନା ପ୍ରଦାନ କରିଛନ୍ତି |