ଭୁବନେଶ୍ୱର, ବେଆଇନ ଭାବେ ବିନା ଅନୁମତିରେ ବାଣ ବିକ୍ରି ଅଭିଯୋଗରେ କ୍ୟାପିଟାଲ ଥାନା ପୋଲିସ ଏକ ନମ୍ବର ହାଟରେ ଚଢାଉ କରିଛି । ଚଢାଉ ବେଳେ ଲକ୍ଷାଧିକ ଟଙ୍କାର ବାଣ ଜବତ କରାଯାଇଛି । ଏହି ମାମଲାରେ ଜଣେ ବ୍ୟବସାୟୀକୁ ଅଟକ ରଖି କ୍ୟାପିଟାଲ ଥାନା ପୋଲିସ ପଚରାଉଚରା କରୁଥିବା ଜଣାପଡିଛି ।
Related Stories
November 1, 2024