
ନଭି ମୁମ୍ବାଇ /ଭୁବନେଶ୍ୱର , ମୁମ୍ବାଇରେ ଥିବା ଓଡିଶା ଭବନର ସଂପ୍ରସାରଣ ପାଇଁ ଭିତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନଭି ମୁମ୍ବାଇର ସେକ୍ଟର ୩୦/ଏ ଠାରେ ଥିବା ଓଡିଶା ଭବନରେ ପହଂଚି ଏହାର ସଂପ୍ରସାରଣର ଭିତିପଅସ୍ତର ସ୍ଥାପନ କରିଥିଲେ । ଏହି ଅବସରରେ ୫-ଟି ସଚିବ ଭି କେ ପାଣ୍ଡିଆନ୍ ଉପସ୍ଥିତ ଥିଲେ ।