
ନୂଆଦିଲ୍ଲୀ,ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ଗୌହାଟିରୁ ମେଣ୍ଡିପଥର – ଗୌହାଟି – ଶୋଖୁଭି ସ୍ୱତନ୍ତ୍ର ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିବାରୁ ଖୁସିବ୍ୟକ୍ତି କରିଛନ୍ତି ।
ଭାରତୀୟ ରେଳବାଇର ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
“ଗତ ୮ ବର୍ଷ ଉତ୍ତରପୂର୍ବରେ ସଂଯୋଗକୁ ଦୃଢ କରିବା ପାଇଁ ନିରନ୍ତର ପ୍ରୟାସର ସାକ୍ଷୀ ହୋଇଛି । ଏହା ବିଶେଷ ଭାବରେ ଏହି ଅଞ୍ଚଳର ଯୁବକମାନଙ୍କୁ ସାହାଯ୍ୟ କରିବ ।”