
ପ୍ରୟାଗରାଜ (ଉତର ପ୍ରଦେଶ), ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳର ବୈଠକ ରବିବାର ସକାଳେ ପ୍ରୟାଗରାଜରେ ଆରମ୍ଭ ହୋଇଛି । ସରସଂଘଚାଳକ ଡ. ମୋହନ ଭାଗବତ ଓ ସରକାର୍ଯ୍ୟବାହ ଦତାତ୍ରେୟ ହୋସବୋଲେ ଭାରତ ମାତାଙ୍କ ଚିକ୍ରରେ ପୁଷ୍ପାଂଜଳି ଦେବା ପରେ ବୈଠକ ଆରମ୍ଭ ହୋଇଛି । ଏହି ବୈଠକ ଆଗାମୀ ୧୯ ଅକ୍ଟୋବର ସଂଧ୍ୟା ଯାଏ ଚାଲିବ ।