-
ପିତା ମାତା ଓ କନ୍ୟା ସନ୍ତାନ
ଟୁଇନ ସିଟି ପୁତ୍ର ପରି କନ୍ୟା ର କର୍ତ୍ତବ୍ୟ ସମାନ।ପ୍ରଧାନମନ୍ତ୍ରୀ ଙ୍କ ସ୍ଲୋଗାନ ବେଟି ବଞ୍ଚାଅ, ବେଟି ପଢ଼ାଓ ସ୍ଲୋଗାନ ର ସଫଳତା ପାଇଁ ଯୌତୁକ ଆଇନ କୁ କଡା କଡି ଭାବେ କାର୍ଯ୍ୟକାରି କରିବାକୁ ହେବ ।ଫଳରେ କନ୍ୟା ଭ୍ରୁଣ ହତ୍ୟା ବନ୍ଦ ହେଇପାରିବ ବୋଲି ମତ ପ୍ରକାଶ ପାଇଛି । ଥିଙ୍କର୍ଷ କ୍ଲବ୍ ର ୪୫ ତମ ଆଭlଶି ଆଲୋଚନା ଆମେରିକା ରୁ କୁକୁ ଦାସ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇ ଛି। ନାରୀ ଜାୟା ଜନନୀ ଭଗିନୀ ଓ ଦୁହିତା ଭାବେ ସମାଜରେ ପରିଚିତ ।ପିତା ମାତା ଙ୍କ ଭବିଷ୍ୟତ ଜୀବନ ପାଇଁ କନ୍ୟାର ଭୂମିକା ହେଉଛି ସେବା l ମୁଖ୍ୟ ପର୍ଯବେଖ୍ୟକ ଭାବେ ଯୋଗ ଦେଇ ଜନ ଅଭିଯୋଗ ଓ ପେନସନ ବିଭାଗ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଗଙ୍ଗାଧର ସାହୁ କହିଲେ ଚାଲି ଚଳନ ସଂସ୍କୃତି ରେ ପରିବର୍ତ୍ତନ ଦେଖାଦେଇଛି l ସତ୍ୟର ସନ୍ଧାନ ପୁସ୍ତକ ରୁ ବିଶିଷ୍ଟ ବ୍ୟକ୍ତି ମାନଙ୍କ ମତା ମତ ପାଠ କରାଯାଇଥିଲା l ଆ ଲୋଚନlରେ ସର୍ଵଶ୍ରି ମନ୍ମଥ ପାଣି,ମିନାକ୍ଷୀ ଦାସ, ଡ୍ ବ୍ରଜ ନାୟକ,ଭଗବାନ ପଣ୍ଡା ,ନିମାଇଁ ସ୍ବାଇଁ,ପ୍ରଫେସର ଉମାଶଙ୍କର ମିଶ୍ର,ବିଭୂତି ଭୂଷଣ ପାଣିଗ୍ରାହି , ରବିନାରାୟଣ କର ଓ ବିଭୁ ମହାନ୍ତି ଅଂଶ ଗ୍ରହଣ କରିଥିଲେ । ଥିଙ୍କର୍ସ କ୍ଲବ୍ର ର ସଭାପତି ବରଦା ଦାସ ସଭା ସଂଯୋଜନା କରିଥିଲେ l ମସ୍କୋ ରୁ ସନ୍ତୋଷ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l ପରବର୍ତ୍ତୀ ଆଲୋଚନା ଗୋଟିଏ ସନ୍ତାନ ରେ ଗୋଟିଏ ପରିବାର କୁ ସୀମିତ ରଖିବା ନୀତି ଉପରେ ଆଲୋଚନା କରାଯିବ l
ବରଦା ଦାସ
ସଭାପତି, ଥିଙ୍କର୍ସ କ୍ଲବ୍