ଜୟପୁର, କେନ୍ଦ୍ରୀୟ ଡିଜିସିଏର ସ୍ଵତନ୍ତ୍ର ଟିମ୍ ଆଜି ପୂର୍ବାହ୍ନ ୧୧ଟା ୨ ମିନିଟରେ ଜୟପୁର ବିମାନବନ୍ଦରରେ ପହଂଚିଛନ୍ତି । ବିମାନବନ୍ଦରରେ ବିମାନ ଉଡ଼ାଣ ସମ୍ପର୍କରେ ଅନୁଧ୍ୟାନ ପାଇଁ ଏହି ଟିମ୍ ଆସିଥିବା ସୂଚନା ମିଳିଛି । ଖୁବ୍ ଶୀଘ୍ର ବିମାନ ଉଡ଼ାଣକୁ ଅନୁମତି ମିଳିବା ନେଇ ସୂଚନା ମିଳିଛି ।