-
ଟୋଲ୍ ଫ୍ରି ନମ୍ବର- ୧୪୪୧୬ ରେ ୨୪ ଘଣ୍ଟିଆ ଟେଲି-ମାନସିକ ସ୍ୱାସ୍ଥ୍ୟ ସେବା ଉପଲବ୍ଧ
ନୂଆଦିଲ୍ଲୀ,ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ମାନସିକ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟଣ୍ଟ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ପ୍ରୋତ୍ସାହନରେ ଟେଲି ମାନସିକ ସ୍ୱାସ୍ଥ୍ୟ ସହାୟତା ଏବଂ ସମଗ୍ର ରାଜ୍ୟରେ ନେଟୱାର୍କିଂ (ଟେଲି-ମାନସ୍) ଆଜି ବେଙ୍ଗାଲୁରୁର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ମେଣ୍ଟାଲ ହେଲ୍ଥ ଏବଂ ନ୍ୟୁରୋ ସାଇନ୍ସେ ସ୍ (ନିମହାନ୍ସ) ଠାରେ କର୍ଣ୍ଣାଟକର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ଡାକ୍ତରୀ ଶିକ୍ଷା ମନ୍ତ୍ରୀ ଡକ୍ଟର କେ ସୁଧାକର ଏବଂ ନିମ୍ହାଂନ୍ସର ଉପସଭାପତିଙ୍କ ଉପସ୍ଥିତିରେ କର୍ଣ୍ଣାଟକର ମାନ୍ୟବର ରାଜ୍ୟପାଳ ଥାୱର ଚାନ୍ଦ ଗେହଲୋଟ୍ଙ୍କ ଦ୍ୱାରା ଭର୍ଚୁଆଲ ବ୍ୟବସ୍ଥାରେ ଶୁଭାରମ୍ଭ ହୋଇଛି ।