ଝାରସୁଗୁଡ଼ା – ଇକ୍ରିସାଟ,ହାଇଦ୍ରାବାଦ ସ୍ଥିତ ଆନ୍ତର୍ଜାତୀୟ ଗବେଷଣା ଓ ସ୍ୱେଚ୍ଛାସେବୀ ଅନୁÂାନ ସେବକ ଦ୍ୱାରା ଓଡିଶା ସରକାରଙ୍କ କୃଷିବିଭାଗର ସହାୟତାରେ ଓଡ଼ିଶା ଭୂ-ଚେତନା ପ୍ରକଳ୍ପ କାର୍ଯ୍ୟକ୍ରମ ଜରିଆରେ ଝାରସୁଗୁଡ଼ା ଜିଲ୍ଲା କିରମିରା ବ୍ଲକର ଚକାବୁଡ ଓ ଡେଙ୍ଗୁରଜୋର ଗ୍ରାମର ୪୫ ଜଣ ·ଷୀଙ୍କୁ ନେଇ ପରୀକ୍ଷା କରାଯାଇଛିୟହାଇଦ୍ରାବାଦର ଦୁଇଜଣ ବରିÂ ବୈଜ୍ଞାନିକ ଡା:ମହାଦେବ ରେ‡ୀ ଓ ଡା:ଗିରିଶ ·ନେ୍ଦର ଉଭୟ ଗ୍ରାମରେ ପରୀକ୍ଷା ମୂଳକ ଧାନ·ଷ ପରିଦର୍ଶନ କରିଥିଲେ । ଉଭୟ ବୈଜ୍ଞାନିକ ·ଷୀମାନଙ୍କ ସହିତ ଫସଲ ଅମଳ,ରୋଗ ପୋକ ନିୟତ୍ରଣ ଉପରେ ସବିଶେଷ ଆଲୋଚନା କରିଥିଲେ । ଚକାବୁଡା ଗ୍ରାମର ୩୩ ଜଣ ·ଷୀଙ୍କୁ ସ୍ୱର୍ଣ୍ଣ ଓ ସହଭାଗୀ ଧାନ ମଞ୍ଜି ତଥା ଡେଙ୍ଗୁରଜୋର ଗ୍ରାମର ୧୨ ଜଣ ·ଷୀଙ୍କୁ ସୁକ୍ଷ୍ମ ପୋଷକ ଭାବରେ ଏଗ୍ରିବୋର ଓ ଜିଙ୍କ ବଂଟନ କରିଥିଲେ ।୨୦ ଏକର ଜମିରେ ପରୀକ୍ଷା ମୂଳକ ଧାନ ·ଷ କରାଯାଇଛି । ·ଷୀ ଚଳିତ ବର୍ଷ ଅମଳରେ ସନ୍ତୁଷ୍ଟ ପ୍ରକାଶ କରିଛନ୍ତି । ·ଷୀ ତରୁଣ ଠାକୁର ଆସନ୍ତା ବର୍ଷ ପାଇଁ କଲା ଧାନ ଯୋଗାଇବା ପାଇଁ ଅନୁରୋଧ କରିଥିଲେ । ଏହି ଅସରରେ ସେବକ ଅନୁÂାନର ସମ୍ପାଦକ ପ୍ରଦୀପ ବ୍ରହ୍ମ, ଇକ୍ରୀସାଟ, ତରଫରୁ ଝାରସୁଗୁଡା ଜିଲ୍ଲା ଦାୟିତ୍ୱରେ ଥିବା ବିଶ୍ୱନାଥ ବେହେରା ତଥା ସେବକର ଠଣସୁନ୍ଦର ଗାନ୍ଧା କାର୍ଯ୍ୟକ୍ରମ ପରି·ଳନାରେ ସହଯୋଗ କରିଥିଲେ ।
Related Stories
November 23, 2024