ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ମୁଲାୟମ ସିଂହ ଯାଦବଙ୍କ ବିୟୋଗରେ ସେ ଦୁଃଖୀ । ସେ ଜଣେ ସମାଜବାଦୀ ନେତା ଥିଲେ । ସବୁବେଳେ ବଂଚିତ ମାନଙ୍କର ଉତଥାନ ପାଇଁ ସେ କରିଥିବା ଯୋଗଦାନ ପାଇଁ ସେ ମନେ ରହିବେ ।
Related Stories
November 24, 2024
November 24, 2024