
ଭୁବନେଶ୍ଵର,କଟକ ଏବଂ ଭୁବନେଶ୍ଵରରେ ଆଜି ଦିନ ତମାମ ମେଘୁଆ ପାଗ ସହ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି । ଏହା ସହିତ କିଛି ଅଂଚଳରେ ମଝିରେ ମଝିରେ ବର୍ଷାର ତୀବ୍ରତା ଘଂଟା ପ୍ରତି ୨ ରୁ ୩ ସେ.ମି. ଯାଏଁ ରହିବାର ସମ୍ଭାବନା ରହିଥିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।