ଭୁବନେଶ୍ଵର, ଗତିକାଲିର ଘୁର୍ଣ୍ଣିବଳୟ ଆଜି ସାମାନ୍ୟ ପଶ୍ଚିମ-ଉତରପଶ୍ଚିମ ଦିଗରେ ଗତିକରି ତେଲେଙ୍ଗାନା ଏବଂ ବିଦର୍ଭ ଅଂଚଳରେ ବାୟୁମଣ୍ଡଳର୧.୫ ରୁ ୩.୧ କି.ମି. ମଧ୍ୟରେ ସକ୍ରିୟ ରହିଛି । ଯାହାର ପ୍ରଭାବ ରାଜ୍ୟରେ ପରିଲକ୍ଷିତ ହୋଇଛି ।