ଭୁବନେଶ୍ୱର, ପୁରୀ ଜିଲ୍ଲାର ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାରେ ତାଙ୍କର ପରିବାରବର୍ଗକୁ ପଚରା ଉଚୁରା କରିବା ପାଇଁ କମିଶନରେଟ ପୋଲିସ ତାଙ୍କ ଘରକୁ ଯିବ । କମିଶନରେଟ ପୋଲିସ ସୂତ୍ରରୁ ଏହା ଜଣା ପଡିଛି ।
Related Stories
November 22, 2024