କଟକ, ଆଜି ମୃଣ୍ମୟୀ ଦେବୀଙ୍କ ଭଷାଣୀ ଉତ୍ସବ । ଧରାପୃଷ୍ଠରୁ ମେଲାଣି ନେବେ ଜଗତଜନନୀ ମା ଦୁର୍ଗା । କଟକରେ ଭସାଣ ଉତ୍ସବ ପାଇଁ ୩ଟି ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି । ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ୫୫ ପ୍ଲାଟୁନ୍ ପୋଲିସ ମୁତୟନ ଅଛନ୍ତି ।