
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବରାତ୍ରୀର ପାବନ ଅବସରର ସମସ୍ତ ଭକ୍ତଙ୍କ ପାଇଁ ମା କାତ୍ୟାୟନୀଙ୍କ ଆଶୀର୍ବାଦ କାମନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଦେବୀ ସ୍ତୁତିରୁ ଶେୟାର କରି କହିଛନ୍ତି ଯେ ମା ଦୁର୍ଗାଙ୍କ କାତ୍ୟାୟନୀ ସ୍ୱରୂପ ଅତ୍ୟନ୍ତ ଅଦଭୁତ ଓ ଅଲୌକିକ । ଆଜି ତାଙ୍କର ଆରାଧନା ଦ୍ୱାରା ପ୍ରତ୍ୟେକଙ୍କୁ ନୂଆ ଆତ୍ମବଳ ଓ ଆତ୍ମ ବିଶ୍ୱାସର ଆଶୀର୍ବାଦ ମିଳୁ, ଏହା ହିଁ କାମନା ।