
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜି-୨୦ ସଚିବାଳୟରେ ନିଯୁକ୍ତି ସୁଯୋଗ ସହ ଭାରତ ଅଧ୍ୟକ୍ଷତାରେ ବୈଶିକ ଏଜେଣ୍ଡା ପ୍ରସ୍ତୁତିରେ ଯୋଗଦାନ ପାଇଁ ରୋମାଞ୍ଚକର ଅବସରକୁ ଶେୟାର କରିଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗଚୀଙ୍କ ଏକ ଟ୍ୱିଟର ଉଦ୍ଧୃତି ଦେଇ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି।