
ଭୁବନେଶ୍ୱର, ଭୁବନେଶ୍ୱର ମହାନଗର ନିଗମ କର୍ପୋରେଟର ମିଟିଂରେ ହଟ୍ଟଗୋଳ ହୋଇଛି । ବିଜେପି କର୍ପୋରେଟର ମାନେ ଗୁରୁତର ଅଭିଯୋଗ କରି ହଟ୍ଟଗୋଳ କରିଛନ୍ତି । ବିଜେପି କର୍ପୋରେଟର ମାନେ ବିଧାୟକ, ଅଫିସର ମାନେ ସହଯୋଗ କରୁନଥିବା ଅଭିଯୋଗ କରିଛନ୍ତି । ସେମାନେ ବୈଠକରୁ ବାହାରି ବିଏମ୍ସି ଅଫିସ ଆଗରେ ଧାରଣାରେ ବସିଛନ୍ତି ।