ଭୁୁବନେଶ୍ୱର, ପୁରୀ ଜିଲ୍ଲାର ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ପାଇଁ ଅଡ଼ୁଆ ବଢିବାରେ ଲାଗିଛି । ନିମାପଡ଼ାର ବିଭିନ୍ନ ସ୍ଥାନରେ ରାସ୍ତା ବିଜେପି ଅବରୋଧ କରିବ ବୋଲି ଦଳ ପକ୍ଷରୁ ସୂଚନା ଦିଆ ଯାଇଛି । ରାଜ୍ୟ ବିଜେପି ଉପ ସଭାନେତ୍ରୀ ପ୍ରଭାତୀ ପରିଡା ମନ୍ତ୍ରୀଙ୍କୁ ଗିରଫ କରା ନଗଲେ ଜୋରଦାର ହେବ ଆନ୍ଦୋଳନ ହେବ – ଏ ନେଇ ଚେତାବନୀ ଦେଇଛନ୍ତି ।
Related Stories
November 25, 2024