
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବରାତ୍ରୀର ତୃତୀୟ ଦିନରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ ନବରାତ୍ରୀରେ ଆଜି ତୃତୀୟ ସ୍ୱରୁପ ଦେବୀ ଚନ୍ଦ୍ର ଘଂଟାଙ୍କ ପୂଜା ଆରଧନାର ଦିନ । ତାଙ୍କର ଅସୀମ କୃପାରୁ ପ୍ରତ୍ୟେକଙ୍କ ଜୀବନ ବୀରତ୍ୱ ଓ ବିନମ୍ରତାରେ ସୁଶୋଭିତ ହୁଅନ୍ତୁ, ଏହି ପ୍ରାର୍ଥନା କରୁଛନ୍ତି ।