ଭୁବେନଶ୍ୱର, ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ମାମଲାକୁ ନେଇ ପରିବହନ ବିଭାଗ ଠାରୁ ଜବାବ ମାଗିଛନ୍ତି ହାେଇକାଟ ।ର୍ ମାମଲୋର ହାେଇକାର୍ଟ ହସ୍ତେକ୍ଷପ କରି ଭିତିଭୂମି ନଥାଇ ଡେଡଲାଇନ କିଭଳି ଦିଆଗଲା ବୋଲି ପଚାରିଛନ୍ତି । ସେହିପରି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ସମୟସୀମା ବୃଦ୍ଧି କରେିହବ କି ନାହିଁ ସେ ବିଷୟେର ଜଣାଇବାକୁ ନେିଦ୍ଦର୍ଶ ଦେଇଛନ୍ତି କୋଟ ।ର୍
ସୂଚନା ଅନୁଯାୟୀ ଆସନ୍ତା େଅକ୍ଟାବର ୧ ତାରିଖରୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଚେକିଂ କଡାକଡି କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଅନ୍ୟପକ୍ଷେର ନୂଆ ନମ୍ବର ପ୍ଲେଟ୍ କରିବା ପାଇଁ ବହୁ ସଂଖ୍ୟୋର ଲୋକ ୱେଟିେଂର ରହିଛନ୍ତି । ସେହିପରି ଦୁଇଦିନ ତେଳ ହାଇ ସିକ୍ୟୁରିଟି ରେଜେିଷ୍ଟ୍ରସନ୍ ପ୍ଲେଟ୍ ଲାଗି ଅୋବଦନ କରିଥିବା ଲେୋକ ରସିଦ୍ ଦେଖାଇ ଜରିମାନାରୁ ବର୍ତି ପାରେିବ ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ପରିବହନ କର୍ତୃପକ୍ଷ । ଏହା ସେତ୍ୱ ରେଜେିଷ୍ଟ୍ରସନ୍ କରିବାପାଇଁ ଲେୋକ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ଏହି ମାମଲୋର ହସ୍ତେକ୍ଷପ କରିଛନ୍ତି ହାେଇକାଟ ।ର୍ ସରକାର ଭିତିଭୂମି ନକରି ଡେଡଲାଇନ୍ ଦେଇଥିବା ନେଇ ଅଭେିଯାଗ କରି ୨ ବସ୍ ମାଲିକ ହାେଇକାର୍ଟ ଯାଇଥେôଲ ।