
ଗଂଜାମ, ଗଂଜାମ ଜିଲା କୋଦଳା ସାଗରପଲ୍ଲୀର ଅରୁଣ ପାତ୍ର (୩୭) ବାଇକ ଯୋଗେ ଆଜି ସକାଳେ ବ୍ରହ୍ମପୁର ଆସୁଥିବାବେଳେ ସୂର୍ଯ୍ଯନାରାୟଣପଲ୍ଲୀ ଛକରେ ଏକ ଅଜଣା ଟ୍ରକ ଚାପାରେ ପ୍ରାଣ ହରାଇଛନ୍ତି। ଖବରପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ଶବ ଜବତ କରିବା ସହ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ବ୍ଯବଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି।