ଭୁବନେଶ୍ଵର, ଉତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତୀ ଉତର-ଓଡିଶା ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର । ଏହା ଉତର-ପଶ୍ଚିମ ଦିଗରେ ଗତି କରିବା ସହ ଉତର -ଓଡିଶା ପାର୍ଶ୍ଵବର୍ତୀ ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି ।