ମାଲକାନଗିରି, ମାଲକାନଗିରି ଜିଲ୍ଲା ବଣ୍ତାଘାଟିର ଅଣ୍ତେଇପଦର, ବିଶୋୟୀଗୁଡା, ପାତ୍ରପୁଟ, ଖାଲଗୁଡା ଓ ଭୋଜଗୁଡା ଆଦି ଦୁର୍ଗମ ୫ ଖଣ୍ଡ ଗାଁର ସାତ ଶହ ମାଓ ସମର୍ଥକ ମାଓ ସଂଗଠନରୁ ମୁହଁ ଫେରାଇ ନେଇ ଆଜି ଅଣ୍ତ୍ରାହଲ ବିଏସ୍ଏଫ୍ କ୍ୟାମ୍ପ ପରିସରରେ ଡିଆଇଜି ରାଜେଶ ପଣ୍ତିତଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ବିକାଶ ଧାରାରେ ସାମିଲ ହୋଇ ସରକାରଙ୍କ ସବୁ ଯୋଜନାରେ ସାମିଲ ହେବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଜିଲା ପୁଲିସ ଓ ବିଏସ୍ଏଫ୍ ତରଫରୁ ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ଗ୍ରାମବାସୀଙ୍କୁ ବିଭିନ୍ନ ସାମଗ୍ରୀ ବଣ୍ଟନ କରାଯାଇଛି।
Related Stories
November 24, 2024
November 24, 2024