
-
୧୯ ରେ ରାଜ୍ୟରେ ବିସ୍ତୃତି ବର୍ଷା ସହ ବର୍ଷାର ପରିମାଣ ବଢିବ
ଭୁବନେଶ୍ଵର, ଆସନ୍ତା ୧୮ ତାରିଖ ବେଳକୁ ଉତର ବଙ୍ଗୋପସାଗର ତଥା ଉତର ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ସମୁଦ୍ର ମଧ୍ୟରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ୧୮ ତାରିଖରେ ଦକ୍ଷିଣ ଓଡ଼ିଶାରେ ବିସ୍ତୃତି ବର୍ଷା ଏବଂ ୧୯ ତାରିଖରେ ରାଜ୍ୟରେ ବିସ୍ତୃତି ବର୍ଷା ସହ ବର୍ଷାର ପରିମାଣ ବଢିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ।