
-
ଉଦଘାଟନ କରିବେ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ
ଭୁବନେଶ୍ୱର, ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆ ଠାରେ ଜାତୀୟ ସ୍ତରର ହ୍ୟାଣ୍ଡଲୁମ ଏକ୍ସପୋ -୨୦୨୨ ଆରମ୍ଭ ହେବ । ବୟନଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ଏହାକୁ ଉଦଘାଟନ କରିବେ । ମିଳିଥିବା ସୂଚନା ଅନୁସାରେ ବୟନିକା ପକ୍ଷରୁ ଆୟୋଜିତ ହେଉଥିବା ଏକ୍ସପୋକୁ ରାଜ୍ୟ ସରକାରଙ୍କର ହ୍ୟାଣ୍ଡଲୁମ ବିଭାଗ ପକ୍ଷରୁ ଆୟୋଜିତ କରା ଯାଉଛି ।