ଭୁବନେଶ୍ୱର, ରାଜ୍ୟ ସରକାରଙ୍କ ନିଯୁକ୍ତି ନିୟମାବଳୀ ବିରୋଧରେ ଠିକା କର୍ମଚାରୀ ସଂଘର ବଡ଼ ଧରଣର ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପ୍ରବଳ ବର୍ଷା ହେବା ସତ୍ୱେ ହଜାର ହଜାର ସଂଖ୍ୟାରେ ଠିକା କର୍ମଚାରୀ ରାଜଧାନୀରଲୋୟର ପିଏମଜିରେ ବିକ୍ଷୋଭ କରିଛନ୍ତି । ସମାନ କାମକୁ ସମାନ ନିୟମ ଦାବି ସହ ସରକାରଙ୍କ କର୍ମଚାରୀ ମାରଣ ନୀତି ଉଚ୍ଛେଦ ଦାବିରେ କର୍ମଚାରୀମାନେ ଆନ୍ଦୋଳନ କରୁଛନ୍ତି । ତା ସହିତ ସମାନ କାମକୁ ସମାନ ଦରମା ଦାବି କରିଛନ୍ତି ।
Related Stories
November 22, 2024