
ବଲାଙ୍ଗିର, ବଲାଙ୍ଗିର ଓ ଦେଓଗାଁ ରେଞ୍ଜ କର୍ମଚାରୀମାନେ ମିଳିତ ଭବରେ ହାତୀ ମାନଙ୍କର ସ୍ଵାଛନ୍ଦରେ ବିଚରଣ ସହିତ ସେମାନଙ୍କ ଯେପରି ବିଦ୍ୟୁତ୍ ସମ୍ପର୍କରେ କିମ୍ବା ରେଳ ଚଳାଚଳ ବେଳେ ଅସୁବିଧା ନହେବ ସେଥିପାଇଁ ସୂଚୀତ କରାଯାଇ ଦୃଷ୍ଟି ଦିଆଯାଉଛି। ହାତୀ ସଂରକ୍ଷଣ ଦିଗରେ ମିଳିଥିବା ଦିଶା ନିର୍ଦେଶ ପାଳନ କରାଯାଇ ଏହି ଅଞ୍ଚଳରେ ରାତିରେ କର୍ମଚାରୀମାନେ ହାତୀ ଚଳାଚଳ ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ଖବରରୁ ଜଣାଯାଇଛି।