ରାୟଗଡ଼ା, ସରକାରୀ କାର୍ଯ୍ୟରେ ଅବହେଳା କରିଥିବାରୁ କାଶୀପୁର ତହସିଲଦାରଙ୍କ ସମେତ ୩୦ ଜଣ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାୟଗଡ଼ା ଜିଲ୍ଲାପାଳ ସ୍ଵଧାଦେବ ସିଂ । ଜମି ପଟ୍ଟା ପ୍ରଦାନରେ ଅବହେଳା ଓ ଜମି ଚିହ୍ନଟ ପ୍ରକ୍ରିୟାରେ ଅବହେଳା ଅଭିଯୋଗ ସହ କର୍ମଚାରୀ ମାନେ ସଦର ମହକୁମାରେ ଅନୁପସ୍ଥିତ ରହିବା ନେଇ ମଧ୍ୟ ଅଭିଯୋଗ ହୋଇଛି ।
Related Stories
November 22, 2024