ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି । ସେ ଟ୍ୱିଟ କରି ଗଣେଶଙ୍କ ପାଇଁ ଏକ ଶ୍ଲୋକ ଲେଖିବା ସହ କହିଛନ୍ତି ଯେ – ଗଣେଶ ଚତୁର୍ଥୀର ଅନେକ ଶୁଭକାମନା । ଗଣପତି ବାପ୍ପା ମୋରୟା ।