ଭୁବନେଶ୍ଵର, ଆଜିଠୁ ରାଜ୍ୟରେ କମିବ ଘୁର୍ଣ୍ଣିବଳୟର ପ୍ରଭାବ । ଉତର ଓଡ଼ିଶାରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ସେହିପରି ଆଜି କେନ୍ଦୁଝର ଏବଂ ଝାରସୁଗୁଡାରେ ପ୍ରବଳ ବର୍ଷା ପାଇଁ ଚେତାବନୀ ଦେଇଛି ଆଂଚଳିକ ପାଣିପାଗ କେନ୍ଦ୍ର, ଭୁବନେଶ୍ଵର ।
Related Stories
November 23, 2024