ଭୁବନେଶ୍ୱର,ବହୁଚର୍ଚିତ ସଫ୍ଟଓୟାର ଇଂଜିନିୟର ଶ୍ୱେତା ଆତ୍ମହତ୍ୟା ମାମଲାରେ ତାଙ୍କର ବୟଫ୍ରେଣ୍ଡ ସୌମ୍ୟଜିତଙ୍କ ନାଁରେ ଦଫା ୩୦୬ ଲଗାଯାଇଛି । ଶ୍ୱେତାଙ୍କ ବାପାଙ୍କ ଏତାଲା ଆଧାରରେ ପୋଲିସ ଏହି ମାମଲା କରିଥିବା ଜଣା ପଡିଛି । ସେ ଶ୍ୱେତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିବା ନେଇ ଦଫା ୩୦୬ ଲଗାଯାଇଛି । ପୋଲିସ -୩୦୬ ଦଫା ଲଗାଇ ନୋଟିସ ଜାରୀ କରିଛି ।
Related Stories
November 24, 2024
November 24, 2024