ଭୁବନେଶ୍ୱର, ପୁରୀ ଜିଲ୍ଲାର ବନ୍ୟା ପ୍ରଭାବିତ ଅଂଚଳରେ ଆଉ ୨ ଦିନ ସ୍କୁଲଗୁଡ଼ିକ ବନ୍ଦ ରହିବ । ଅର୍ଥାତ ଅଗଷ୍ଟ ୨୨ ଓ ୨୩ ତାରିଖ (ସୋମବାର ଓ ମଙ୍ଗଳବାର) ବନ୍ୟା ପ୍ରଭାବିତ ଅଂଚଳର ସ୍କୁଲଗୁଡ଼ିକ ବନ୍ଦ ରହିବ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ, ଅନ୍ୟ ବନ୍ୟା ପ୍ରଭାବିତ ଜିଲ୍ଲାରେ ସ୍କୁଲ ଛୁଟି ନେଇ ଜିଲ୍ଲାପାଳ ନିଷ୍ପତ୍ତି ନେବେ ।
Related Stories
November 22, 2024