ବାଲେଶ୍ଵର, ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଆରୁହାବୃତି ଗ୍ରାମରେ ଗାଁ ଦାଣ୍ଡରେ ଜମି ରହିଥିବା ବର୍ଷାପାଣିରେ ବୁଡି ଏକ ଶିଶୁପୁତ୍ରର ମୃତ୍ୟୁ ଘଟିଛି । ମୃତକ ହେଲେ ଶେକ୍ ଜାକିରଙ୍କ ୨ ବର୍ଷର ପୁଅ ଶେକ୍ କିଷାନ ।