ଗଂଜାମ, ରାତିପାହିଲେ ଭାରତର ୭୫ ତମ ସ୍ଵାଧୀନତା ଅମୃତ ମହୋତ୍ସବ। ଏହି ଅବସରରେ ପ୍ରତ୍ଯେକ ଘରେ ତ୍ରିରଂଗା ଉଡିବ ଓ ମାଗଣାରେ ମିଶନ ଶକ୍ତି ସମସ୍ତକୁଂ ପତକା ଯୋଗାଇଦେବାକୁ ରାଜ୍ଯ ସରକାର ଘୋଷଣା କରିଛନ୍ତି। କିନ୍ତୁ ଏପର୍ଯ୍ଯନ୍ତ ଶେରଗଡ ବ୍କକରେ ମିଶନଶକ୍ତି ଲୋକଙ୍କୁ ପତକା ଯୋଗାଇନଥିବାରୁ ଜନଅସନ୍ତୋଷ ଦେଖାଦେଇଛି।