ଗଞ୍ଜାମ, ବ୍ରହ୍ମପୁର ମହାନଗର ନିଗମ (ବିଇଏମସି)ର ପୂର୍ବତନ ମେୟର ପିଂଟୁ ଦାସ ଚାରି ବର୍ଷ ପରେ ଜେଲ୍ ରୁ ଜାମିନରେ ମୁକୁଳିଛନ୍ତି । ସେ ହାଇକୋର୍ଟର ଜାମିନ ପାଇ ଗତକାଲି ରାତିରେ ବ୍ରହ୍ମପୁର ଜେଲ୍ ରୁ ମୁକୁଳିଛନ୍ତି । ଜମି ହଡ଼ପ ମାମଲାରେ ସେ ବିଚରାଧୀନ ବନ୍ଦୀ ଭାବେ ଜେଲ ରେ ଥିଲେ । ସେ ଜେଲ୍ ରୁ ବାହାରିବା ପରେ ତାଙ୍କର ଶହ ଶହ ସମର୍ଥକ ତାଙ୍କୁ ପୁଷ୍ପଗୁଚ୍ଛ ଓ ପୁଷ୍ପମାଲ୍ୟ ଦେଇ ସ୍ଵାଗତ କରିଥିଲେ ।
Related Stories
November 23, 2024