କନ୍ଧମାଳ , କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ର ନେତାଜୀ ସୁବାଷ ବୋଷ ଜୁନିୟର କଲେଜ ତୁମୁଡ଼ିବନ୍ଧ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ନେତାଜୀ ସୁବାଷ ବୋଷ ଜୁନିୟର କଲେଜ ସ୍ୱାଧୀନତା ୭୫ ବର୍ଷ ପୁର୍ତ୍ତି ଅବସରରେ ଭାରତ ସରକାର ଙ୍କ ନିର୍ଦ୍ଧେଶ ଅନୁଯାୟୀ ଦେଶପାଳୁଛି ଆଜାଦି କା ଅମୃତ ମହୋତ୍ସବ ଏହି ଅବସରରେ ନେତାଜୀ ସୁବାଷ ବୋଷ କଲେଜ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଅଧ୍ୟାପକ୍ଷ ସୁନୀଲ କୁମାର ପାତ୍ର ଙ୍କ ଅଧକ୍ଷ ତାରେ ଏହି ନେତାଜୀ ସୁବାଷ ଜୁନିୟର ମହାବିଦ୍ୟାଳୟ ରୁ ଛାତ୍ରଛାତ୍ରୀ ଓ ସମସ୍ତ ଅଧ୍ୟାପକ ଅଧ୍ୟାପିକା ବାହାରି ଆମ୍ବେଦକର ଛକ ନିକଟରେ ଭାରତ ମାତା ର ଆକୃତି ଧାରଣ କରି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ପୁଣି ତୁମୁଡିବନ୍ଧ ବଜାର ମୁଖ୍ୟ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା କିପରି ଭାବରେ ଛାତ୍ରଛାତ୍ରୀ ଙ୍କ ଏହି ବିଶାଳ ରାଲି ସୁଚାରୁରୂପେ ପାଳନ କରିପାରିବେ ହର ଘର ତୀରଙ୍ଗା ସେଥି ନିମନ୍ତେ ଏଏସଆଇ ଆଶୁତୋଷ ଜେନା ଛାତ୍ରଛାତ୍ରୀ ଙ୍କ ସହ କଲେଜ ରୁ ତୁମୁଡିବନ୍ଧ ବସ ଷ୍ଟାଣ୍ଡ ପ୍ରଯ୍ୟନ୍ତ ରାଲିରେ ସାମିଲ ହୋଇ ସୁରକ୍ଷା ପ୍ରଦାନ କରିବା ସହ ଛାତ୍ରଛାତ୍ରୀ ଙ୍କୁ ଉତ୍ସାହ କରିଥିଲେ ଛାତ୍ରଛାତ୍ରୀ ଙ୍କୁ ତୁମୁଡିବନ୍ଧ ବଣିକ ସଂଘ,ସମାଜସେବୀ ନେତ୍ର ମାନସେଠ ଓ ତୁମୁଡିବନ୍ଧ ବାସିନ୍ଦା ଉତ୍ସାହ କରିଥିଲେ । ଏହାପରେ ଚଳିତ ମାସ ୧୩ ତାରିଖ ରୁ ୧୫ ତାରିଖ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ଘରେ ତ୍ରିରଙ୍ଗା ଉଡ଼ାଇବା ସହ ଭାରତ ମାର ସେବାରେ ନିଜକୁ ଉତ୍ସର୍ଗୀକୃତ କରିବାକୁ ସମସ୍ତ ଙ୍କୁ ଆହ୍ୱାନ ସହ ଏହି କାର୍ଯ୍ୟକ୍ରମ ର ଲକ୍ଷ ତେଣୁ ତୁମୁଡିବନ୍ଧ ଅଞ୍ଚଳ ରେ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ହର ଘର ବାର୍ତ୍ତା କୁ ସମ୍ମାନ ଦେଇ ପ୍ରତିଟି ଘରେ ତ୍ରିରଙ୍ଗା ରଙ୍ଗା ଉଡାଇ ସ୍ୱାଧୀନତା ର ଅମୃତ ମହୋତ୍ସବ କୁ ପାଳନ କରିଥିଲେ।
Related Stories
November 1, 2024