ଜୟପୁର, କୋରାପୁଟ ଜିଲ୍ଲା ପ୍ରସିଦ୍ଧ ଗୁପ୍ତେଶ୍ଵରଙ୍କୁ ଆଜି ଶ୍ରାବଣ ଶେଷ ସୋମବାରରେ ହଜାର ହଜାର ସଂଖ୍ୟାରେ କାଉଡ଼ିଆ ଜଳଲାଗି କରିଛନ୍ତି । ଏନେଇ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । କାଉଡ଼ିଆ ମାନେ ଧାଡିରେ ଯାଇ ବାବା ଗୁପ୍ତେଶ୍ଵରଙ୍କୁ ଦର୍ଶନ ସହ ଜଳଲାଗି କରିଛନ୍ତି ।