
ପୁରୀ, ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆଜି ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇଛି । ଟାଉନ ଥାନା ନିକଟ ନୀଳାଦ୍ରି ଭକ୍ତ ନିବାସରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିରର ନୀତିକାନ୍ତି, ଗୁରୁକୂଳ ଶିକ୍ଷାକେନ୍ଦ୍ର, ସେବାୟତ କଲ୍ୟାଣ ଗୃହ ଯୋଜନା, ଶ୍ରୀମନ୍ଦିର ସୁରକ୍ଷା ସମ୍ପର୍କରେ ଆଲୋଚନା ହୋଇଥିଲା । ଅପରାହ୍ନ ୧ଟା ସୁଦ୍ଧା ଏହି ବୈଠକ ଚାଲୁ ରହିଛି ।