ମାଲକାନଗିରି, ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ ଟାସ୍କଫୋର୍ସ ଟେକ୍ନିକାଲ କିମିଟି ବୈଠକ ବ୍ଲଡ଼ ବ୍ୟାଙ୍କ ସମ୍ମିଳନୀ କକ୍ଷ ରେ ଅ ନୁଷ୍ଠିତ ହୋଯାଇଛି । ଉକ୍ତ ବୈଠକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା,ପ୍ରଫୁଲ୍ଲ ନନ୍ଦ ପରିଚାଳନା କରିଥିଲେ । ଏହି ବୈଠକରେ ମ୍ୟାଲେରିଆ ଦୂରୀକରଣ , ଅନ୍ୟ ଭାଇରାଲ ରୋଗର ପ୍ରତିଷେଧକ ଏବଂ ଡାଇରିଆ ( ଅତିସାର ) ରୋଗର ପରିଚାଳନା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାଏକ , ସିଡିଓ- କମ- ଇ.ଓ ଜିଲ୍ଲା ପରିଷଦ ବାଲ ମୁକୁନ୍ଦ ଭୂୟାଁ ଓ ଜିଲ୍ଲା ର ସମସ୍ତ ଅଧିକାରୀ , ସମସ୍ତ ଲାଇନ ବିଭାଗ ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ ।
Related Stories
November 24, 2024
November 24, 2024