ଭୁବନେଶ୍ୱର, କେନ୍ଦ୍ର ସରକାରଙ୍କ ଦ୍ୱାରା କରା ଯାଇଥିବା ବିମୁଦ୍ରୀକରଣ ନିଷ୍ପତିର କୁପ୍ରଭାବ ବା ସୁପ୍ରଭାବ ପଡିଥିଲା ସେ ନେଇ ରାଜ୍ୟ ସରକାରଙ୍କ ସ୍ତରରେ କୌଣସି ଅଧ୍ୟୟନ କରା ଯାଇ ନାହିଁ ବୋଲି କହିଛନ୍ତି ଅର୍ଥ ମନ୍ତ୍ରୀ ନିରଂଜନ ପୁଜାରୀ । ତେଣୁ ଏହି ବିଷୟରେ ସବିଶେଷ ତଥ୍ୟ ଅର୍ଥ ବିଭାଗ ନିକଟରେ ଉପଲବ୍ଧ ନାହିଁ ବୋଲି ସେ କହିଛନ୍ତି ।
ସୋମବାର ଦିନ ପ୍ରଶ୍ନକାଳରେ ବିଧାୟକ ଧୃବ ସାହୁଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତରରେ ଶ୍ରୀ ପୁଜାରୀ ଏହି ସୂଚନା ଦେଇଛନ୍ତି ।