ନବରଙ୍ଗପୁର,ଦଶାହ ଭୋଜି ଖାଇ ୫୦ରୁ ଉର୍ଦ୍ଧ୍ଵ ଲୋକ ଅସୁସ୍ଥ ହୋଇପଡିଛନ୍ତି । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ୟୁଭି -୧୩ ଜାମରୁଣ୍ଡା ଗ୍ରାମରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି । ଅସୁସ୍ଥ ମାନଙ୍କୁ ଉମରକୋଟ ମେଡିକାଲରେ ଭର୍ତି କରାଯାଇଛି । ଗାଁରେ ମେଡିକାଲ ଟିମ୍ ପହଂଚି ଆକ୍ରାନ୍ତ ମାନଙ୍କୁ ସ୍ଵାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି ।
Related Stories
November 22, 2024